ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାରା ଦେଶରେ ମୋ ପରିବାରଜନଙ୍କ ସହ ଯୋଡ଼ିହେବା ପାଇଁ ହ୍ୱାଟ୍‌ସଆପ୍ ମୋ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2023 6:31PM by PIB Bhubaneswar

ସାରା ଦେଶରେ ମୋ ପରିବାରଜନଙ୍କ ସହ ଯୋଡ଼ିହେବା ପାଇଁ ହ୍ୱାଟ୍‌ସଆପ୍ ମୋ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

 

ସେ ତାଙ୍କ ହ୍ୱାଟ୍‌ସଆପ୍ ଚ୍ୟାନେଲ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ସାରା ଦେଶରେ ମୋ ପରିବାରଜନଙ୍କ ସହ ଯୋଡ଼ିହେବା ପାଇଁ ହ୍ୱାଟ୍‌ସଆପ୍ ମୋ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି । ମୋର ଏହି ଚ୍ୟାନେଲ ମାଧ୍ୟମରେ ମୋ ସହ ଯୋଡ଼ିହୁଅନ୍ତୁ ଏବଂ ସମସ୍ତ ଅପଡେଟ୍ ତୁରନ୍ତ ନିଜ ଫୋନରେ ପାଆନ୍ତୁ ।’

 

SR


(ରିଲିଜ ଆଡି: 1966206) ପରିଦର୍ଶକ କାଉଣ୍ଟର : 176