ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2023 6:28PM by PIB Bhubaneswar

ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ପୁରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ ମୁଁ ବହୁତ ଖୁସି ଏହା ବେଙ୍ଗାଲୁରୁ ବାସିନ୍ଦାଙ୍କଇଜ୍ ଅଫ୍ ଲିଭିଂବା ଜୀବନ ବଞ୍ଚିବା ଆହୁରି ସୁବିଧାଜନକ କରାଇବାରେ ଆଉ ଏକ ବଡ଼ ପଦକ୍ଷେପ

 

 

SR


(ରିଲିଜ ଆଡି: 1966204) ପରିଦର୍ଶକ କାଉଣ୍ଟର : 136