ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାରା ବିଶ୍ବ ଭାରତର ବସୁଧୈବ କୁଟୁମ୍ବକମର ଶାଶ୍ବତ ଲୋକାଚାର ଭାବରେ ନୈତିକ ସହଯୋଗକୁ ଅନୁସନ୍ଧାନ କରୁଛି : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2023 5:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ବୀକାର କରିଛନ୍ତି ଯେ ସାରା ବିଶ୍ବ ଯେତେବେଳେ ବଢ଼ୁଥିବା ଆହ୍ବାନକୁ ସମ୍ମୁଖୀନ ହେଉଛି, ସେ ଭାରତର ବସୁଧୈବ କୁଟୁମ୍ବକମ୍ର ଶାଶ୍ବତ ଲୋକାଚାର ଭାବରେ ନୈତିକ ସହଯୋଗର ଅନୁସନ୍ଧାନ କରୁଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :

‘‘ପୂର୍ବ ଅର୍ଥ ସଚିବ ହସମୁଖ ଅଧିୟା ବ୍ୟାପକ ଭାବରେ କହିଛନ୍ତି ଯେ ବିଶ୍ବ ମଞ୍ଚଠାରୁ ନେଇ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ, ପିଏମଙ୍କ ପରିଭାଷିତ ବିଶେଷତା ମିଳିତ ଲକ୍ଷ୍ୟ ପଛରେ ବିବିଧ ସମୂହକୁ ଏକତ୍ର କରିବାରେ ତାଙ୍କର ଦକ୍ଷତା ରହିଛି।’’

https://Indianexpress.com/article/opinion

 

BS


(ରିଲିଜ ଆଡି: 1965691) ପରିଦର୍ଶକ କାଉଣ୍ଟର : 111