ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭାରତୀୟ ମହିଳା ହକି ଟିମ ଦ୍ବାରା ଏସିଆନ୍ ଗେମ୍ 2022 ରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 07 OCT 2023 6:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ହେଉଥିବା ଏସିଆନ୍ ଗେମ୍-2022 ରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଭାରତୀୟ ମହିଳା ହକି ଟିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :

ଏସିଆନ୍ ଗେମରେ ବ୍ରୋଞ୍ଜ ପଦକ ଜିତିବାର ଉଲ୍ଲେଖନୀୟ ଉପଲବ୍ଧି ପାଇଁ ଆମର ମହିଳା ହକି ଟିମଙ୍କୁ ଅଭିନନ୍ଦନ!

ଭାରତୀୟ ମହିଳା ହକି ଟିମଙ୍କ ନିଷ୍ଠା, ତାଙ୍କର ଟିମ ୱାର୍କ ଏବଂ ଉତ୍ସାହ ଦେଶକୁ ଗୌରବାନ୍ବିତ କରିଛି।

BS


(रिलीज़ आईडी: 1965688) आगंतुक पटल : 132
इस विज्ञप्ति को इन भाषाओं में पढ़ें: Malayalam , Tamil , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Telugu , Kannada