ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କମ୍ପାଉଣ୍ଡ ତୀରନ୍ଦାଜରେ ରୌପ୍ୟ ପଦକ ଜିତିଥିବା ଅଭିଷେକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2023 8:39AM by PIB Bhubaneswar

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜ ପୁରୁଷ ବ୍ୟକ୍ତିଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଅଭିଷେକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ଶ୍ରୀ ମୋଦୀ ପୋଷ୍ଟ କରିଛନ୍ତି:

 

‘ତୀରନ୍ଦାଜ ଅଭିଷେକଙ୍କ ଦ୍ୱାରା ଚମତ୍କାର ପ୍ରଦର୍ଶନ ।

 

କମ୍ପାଉଣ୍ଡ ତୀରନ୍ଦାଜ ପୁରୁଷ ବ୍ୟକ୍ତିଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ  ତାଙ୍କୁ ଅଭିନନ୍ଦନ । ତାଙ୍କ ନିପୁଣତା ଏବଂ ଖେଳ ପ୍ରତି ଉତ୍ସାହ ଚମକିଛି ଏବଂ ଭାରତ ଏହି ଉପଲବ୍ଧି ପାଇଁ ରୋମାଞ୍ଚିତ ।’

 

SR


(ରିଲିଜ ଆଡି: 1965630) ପରିଦର୍ଶକ କାଉଣ୍ଟର : 129