ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପ୍ରଣୟ ଏଚଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2023 6:13PM by PIB Bhubaneswar

ଏସୀୟ କ୍ରୀଡ଼ାରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ହାସଲ ପାଇଁ ପ୍ରଣୟ ଏଚଏସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଥିବା ପ୍ରଣୟ ଏଚଏସଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଆନନ୍ଦିତ । ତାଙ୍କ ଅଦମ୍ୟ ସଂକଳ୍ପ ଏବଂ ନିଷ୍ଠା ଆଶାୟୀ ଆଥଲେଟଙ୍କ ପାଇଁ ପ୍ରେରଣା ।

 

‘ସାବାସ୍ ପ୍ରଣୟ! ଏହି ସଫଳତାରେ ଦେଶ ଖୁସି ପାଳୁଛି’ ।

 

SR


(ରିଲିଜ ଆଡି: 1965367) ପରିଦର୍ଶକ କାଉଣ୍ଟର : 102