ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫ୍ରିଷ୍ଟାଇଲ ୫୩ ମହିଳା କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ଅନ୍ତିମ ପଙ୍ଗାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2023 9:03PM by PIB Bhubaneshwar

ଏସୀୟ କ୍ରୀଡ଼ାରେ ଫ୍ରିଷ୍ଟାଇଲ ୫୩ ମହିଳା କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ଅନ୍ତିମ ପଙ୍ଗାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଫ୍ରିଷ୍ଟାଇଲ ୫୩ ମହିଳା କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ଅନ୍ତିମ ପଙ୍ଗାଲଙ୍କୁ ଅଭିନନ୍ଦନ ଆମ ଦେଶ ତାଙ୍କ ପାଇଁ ଗର୍ବିତ ଏପରି ଚମକିବା ଜାରି ରଖନ୍ତୁ, ପ୍ରେରଣା ଦେଇଚାଲନ୍ତୁ ।’

 

SR


(ରିଲିଜ ଆଡି: 1964909) ପରିଦର୍ଶକ କାଉଣ୍ଟର : 124