ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷଙ୍କ 5000 ମି. ରେସ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଅଭିନାଶ୍ ସାବଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 7:22PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମରେ ପୁରୁଷଙ୍କ 5000 ମି. ରେସ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଅଭିନାଶ୍ ସାବଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
‘‘ପୁରୁଷଙ୍କ 5000 ମି ଇଭେଣ୍ଟରେ ଅଭିନାଶ ସାବଲେ ରୌପ୍ୟ ପାଇଥିବାରୁ ଆନନ୍ଦିତ। ଏପରି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ମୁଁ ଅଭିନାଶଙ୍କୁ ଅଭିନନ୍ଦନ ଜଣାଉଛି। ସେ ବାସ୍ତବରେ ଜଣେ ଚାମ୍ପିୟନ!’’
BS
(ରିଲିଜ ଆଡି: 1964632)
ପରିଦର୍ଶକ କାଉଣ୍ଟର : 134
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam