ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ କ୍ରୀଡାରେ ମହିଳା ୪୦୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ କ୍ରୀଡାବିତ ଭିଥ୍ୟା ରାମରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Posted On: 03 OCT 2023 9:31PM by PIB Bhubaneshwar

ଏସୀୟ କ୍ରୀଡାରେ ମହିଳା ୪୦୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରୀଡାବିତ ଭିଥ୍ୟା ରାମରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ୨୫ ବର୍ଷୀୟା କ୍ରୀଡାବିତଙ୍କୁ ତାଙ୍କର ଦୃଢତା ଏବଂ ପ୍ରତିଜ୍ଞାକାରୀ ପ୍ରଦର୍ଶନ ପାଇଁ ନିଷ୍ଠା ପାଇଁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :

ମହିଳା ୪୦୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭିଥ୍ୟା ରାମରାଜଙ୍କୁ ଅଭିନନ୍ଦନ ।

ତାଙ୍କର ଦୃଢତା ଏବଂ ନିଷ୍ଠା ଏହି ପ୍ରକୃତ ପ୍ରତିଶ୍ରୁତିବଦ୍ଧ ପ୍ରଦର୍ଶନକୁ ଆଗେଇ ନେଇଛି । ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା । "

***

SSP



(Release ID: 1964275) Visitor Counter : 72