ପୋଷ୍ଟ କରାଯିବା ଦିନାଙ୍କ:
02 OCT 2023 9:31PM by PIB Bhubaneswar
ଏସୀୟ କ୍ରୀଡ଼ାରେ ଲମ୍ବଡିଆଁରେ ରୌପ୍ୟ ପଦକ ଜିତିଥିବା ଆନ୍ସି ସୋଜାନ ଇଡାପିଲ୍ଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ା ଲମ୍ବଡିଆଁରେ ଆଉ ଏକ ରୌପ୍ୟ ପଦକ । ଆନ୍ସି ସୋଜାନ ଇଡାପିଲ୍ଲିଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ । ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।’
SR