ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନଆଇପିଇଆର ଅହମ୍ମଦାବାଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ବାର୍ତ୍ତା

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2023 8:46PM by PIB Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଦ୍ୱାରା ଅହମ୍ମଦାବାଦର ଏନଆଇପିଇଆର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି

 

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ, ଏନଆଇପିଇଆର ଅହମ୍ମଦନାବାଦ ଜ୍ଞାନ, ବିଜ୍ଞାନ ଏବଂ ଅନୁସନ୍ଧାନରେ ଏକ ଶକ୍ତିଶାଳୀ ସେତୁ ଭାବେ  କାର୍ଯ୍ୟ କରି ଭାରତକୁ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ବନାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ

 

ଏକ୍ସରେ ସେ ପୋଷ୍ଟ କରିଛନ୍ତି:

 

ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ମୁଁ ନିଶ୍ଚିତ ଯେ ଅହମ୍ମଦାବାଦର ଏନଆଇପିଇଆର ଭାରତକୁ ଫାର୍ମାସ୍ୟୁଟକାଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ଜ୍ଞାନ, ବିଜ୍ଞାନ ଏବଂ ଅନୁସନ୍ଧାନର ଏକ ଶକ୍ତିଶାଳୀ ସେତୁ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ

 

 

SR


(ରିଲିଜ ଆଡି: 1963989) ପରିଦର୍ଶକ କାଉଣ୍ଟର : 114