ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜରେ ଚମତ୍କାର ସ୍ୱର୍ଣ୍ଣ ଜିତିଥିବା ଅବିନାଶ ସାବଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
01 OCT 2023 8:25PM by PIB Bhubaneshwar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜରେ ଚମତ୍କାର ସ୍ୱର୍ଣ୍ଣ ଜିତିଥିବା ଅବିନାଶ ସାବଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଜଣେ ଉତ୍କୃଷ୍ଟ ଚାମ୍ପିୟନ ଭାରତକୁ ପୁଣି ଗୌରବନ୍ୱିତ କରିଛନ୍ତି! ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜରେ ଅଜେୟଙ୍କ ଦ୍ୱାରା ଚମତ୍କାର ସ୍ୱର୍ଣ୍ଣ ପଦକ ହାସଲ । ତାଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କ ଆଗାମୀ ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା’ ।
SR
(ରିଲିଜ ଆଡି: 1963979)
ପରିଦର୍ଶକ କାଉଣ୍ଟର : 113
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam