ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତାଜିନ୍ଦର ପାଲ ସିଂ ତୁରଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପୁରୁଷ ଶଟ୍ ପୁଟରେ ତାଜିନ୍ଦର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2023 8:29PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପୁରୁଷ ଶଟ୍ ପୁଟରେ ସ୍ୱର୍ଣ୍ଣ ଜିତିଥିବା ତାଜିନ୍ଦର ପାଲ ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ତାଜିନ୍ଦର ସିଂଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

 

ଏସୀୟ କ୍ରୀଡ଼ାରେ ଶଟ୍ ପୁଟ୍ ପ୍ରତିଯୋଗିତାରେ ଲଗାତର ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କ ପ୍ରଦର୍ଶନ ଅସାଧାରଣ, ଯାହା କି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ତାଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

SR


(ରିଲିଜ ଆଡି: 1963976) ପରିଦର୍ଶକ କାଉଣ୍ଟର : 138