ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଥିବା ଜିନସନ ଜନସନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି
प्रविष्टि तिथि:
01 OCT 2023 8:35PM by PIB Bhubaneswar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଥିବା ଜିନସନ ଜନସନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ବ୍ରୋଞ୍ଜ ପଦକ ସହ ଏକ ଶ୍ରେଷ୍ଠ ମଞ୍ଚରେ ଉତ୍କୃଷ୍ଟ ପ୍ରଦର୍ଶନ! ପୁରୁଷ ୧୫୦୦ ମିଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ ପାଇଁ ଜିନସନ ଜନସନଙ୍କୁ ବହୁତ ଅଭିନନ୍ଦନ । ସେ ସର୍ବଦା ଗୌରବର ନୂଆ ଉଚ୍ଚତାକୁ ଛୁଅଁନ୍ତୁ ।’
SR
(रिलीज़ आईडी: 1963972)
आगंतुक पटल : 116
इस विज्ञप्ति को इन भाषाओं में पढ़ें:
Tamil
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam