ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2023 9:58AM by PIB Bhubaneswar

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା

ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା । ତାଙ୍କ ଆଦର୍ଶ ନେତୃତ୍ୱ ଏବଂ ଦେଶ ପ୍ରତି ଉତ୍ସର୍ଗୀକୃତତା ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି । ତାଙ୍କ ଜ୍ଞାନ ଏବଂ ନମ୍ରତା ସର୍ବଦା ଲୋକଙ୍କୁ ପ୍ରଭାବିତ କରିଛି । ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି ।’

 

SR


(ରିଲିଜ ଆଡି: 1962856) ପରିଦର୍ଶକ କାଉଣ୍ଟର : 151