ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ଟେନିସ୍ ମେନ୍ସ ଡବଲ୍ସରେ ରୌପ୍ୟ ପଦକ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2023 2:18PM by PIB Bhubaneswar

ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ଡବଲ୍ସ ଯୋଡ଼ି ରାମକୁମାର ରାମନାଥନ ଏବଂ ସାକେତ ମିନେନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଭଲ ଖବର ଆମ ଟେନିସ୍ ଖେଳାଳିଙ୍କୁ ଧନ୍ୟବାଦ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିôବା ମେନ୍ସ ଡବଲ ଯୋଡ଼ି ରାମକୁମାର ରାମନାଥନ ଏବଂ ସାକେତ ମିନେନିଙ୍କୁ ଅଭିନନ୍ଦନ ସେମାନଙ୍କ ଅସାଧାରଣ ପ୍ରତିଭା ଆମକୁ ଆଶ୍ଚର୍ଯ୍ୟ କରିଛି ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ମୋର ଶୁଭକାମନା

 

SR


(ରିଲିଜ ଆଡି: 1962309) ପରିଦର୍ଶକ କାଉଣ୍ଟର : 112