ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍କିଟ୍ ପୁରୁଷ ସୁଟିଂ ପ୍ରତିଯୋଗିତାରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ଅନନ୍ତ ଜିତ୍ ସିଂ ନରୁକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
27 SEP 2023 8:44PM by PIB Bhubaneswar
ଏସୀୟ କ୍ରୀଡ଼ାରେ ସ୍କିଟ୍ ପୁରୁଷ ସୁଟିଂ ପ୍ରତିଯୋଗିତାରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ଅନନ୍ତ ଜିତ୍ ସିଂ ନରୁକାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଏସୀୟ କ୍ରୀଡ଼ାରେ ଆମ ଆଥଲେଟମାନେ ଇତିହାସ ରଚିବା ଜାରି ରଖିଛନ୍ତି!
ସ୍କିଟ୍ ପୁରୁଷ ସୁଟିଂ ପ୍ରତିଯୋଗିତାରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ଅନନ୍ତ ଜିତ୍ ସିଂ ନରୁକାଙ୍କୁ ଅଭିନନ୍ଦନ । କୌଣସି ଏସୀୟ କ୍ରୀଡ଼ାରେ ଏହି ପ୍ରତିଯୋଗିତାରେ ଭାରତ ଜିତିଥିôବା ଏହା ପ୍ରଥମ ପଦକ ।
ଏହ ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଉ ।’
SR
(रिलीज़ आईडी: 1962278)
आगंतुक पटल : 107
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam