ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦାଦାସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଥିବା ୱାହିଦା ରେହମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 26 SEP 2023 6:15PM by PIB Bhubaneswar

ଦାଦାସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଥିବା ୱାହିଦା ରେହମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ୱାହିଦା ରେହମାନ ଜୀଙ୍କୁ ଦାଦାସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିବାରୁ ଖୁସି । ଭାରତୀୟ ସିନେମାରେ ତାଙ୍କର ଯାତ୍ରା ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ିଛି । ପ୍ରତିଭା, ଉତ୍ସର୍ଗ ଏବଂ ଶାଳୀନତାର ପ୍ରତୀକ ଭାବେ ସେ ଆମ ସର୍ବଶ୍ରେଷ୍ଠ ସିନେମାର ସର୍ବୋତ୍ତମ ପ୍ରଦର୍ଶନ । ତାଙ୍କୁ ଅଭିନନ୍ଦନ’ ।

 

SR


(ରିଲିଜ ଆଡି: 1961177) ପରିଦର୍ଶକ କାଉଣ୍ଟର : 151