ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ନେହା ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
26 SEP 2023 6:02PM by PIB Bhubaneshwar
ଏସୀୟ କ୍ରୀଡ଼ାରେ ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ନେହା ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ନିଷ୍ଠା ଏବଂ ଦୃଢ଼ତାର ଏକ ଚମତ୍କାର ଉଦାହରଣ!
ନେହା ଠାକୁର ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି ।
ତାଙ୍କ ଅସାଧାରଣ ପ୍ରଦର୍ଶନ ତାଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମର ପ୍ରମାଣ । ତାଙ୍କୁ ଶୁଭେଚ୍ଛା ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ।’
SR
(Release ID: 1961167)
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam