ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ ଗେମ୍ସ ପାଇଁ ଭାରତୀୟ ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2023 8:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମ୍ସ ନିମନ୍ତେ ଭାରତୀୟ ଆଥଲେଟମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି

 

ପ୍ରଧାନମନ୍ତ୍ରୀ ଏକଏକ୍ସପୋଷ୍ଟରେ କହିଛନ୍ତି;

‘‘ଏସିଆନ ଗେମ୍ସ ଆରମ୍ଭ ହୋଇଥିବାର, ମୁଁ ଭାରତୀୟ ଆଥଲେଟମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି କ୍ରୀଡ଼ା ପ୍ରତି ଭାରତର ଥିବା ଉତ୍ସାହ ଏବଂ ପ୍ରତିବଦ୍ଧତା ଆମ ଦ୍ୱାରା ପଠାଯାଇଥିବା ସର୍ବବୃହତ କଂଟିଜେଂଟ ଜରିଆରେ ଚମକୁଛି ଆମର ଆଥଲେଟମାନେ ଭଲ ଖେଳନ୍ତୁ ଏବଂ ପ୍ରକୃତ କ୍ରୀଡ଼ା ଉତ୍ସାହ ତାହା ସେମାନେ ନିଜ କାର୍ଯ୍ୟରେ ପ୍ରଦର୍ଶନ କରନ୍ତୁ ’’

 

SR


(ରିଲିଜ ଆଡି: 1960568) ପରିଦର୍ଶକ କାଉଣ୍ଟର : 112