ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକର ସଂଳାପ ସହିତ ହିନ୍ଦୀ ଦିବସ ପାଳନ କରିଥିବାରୁ ଇସ୍ରାଏଲ ଦୂତାବାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 SEP 2023 10:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକର ସଂଳାପ ଜରିଆରେ ହିନ୍ଦୀ ଦିବସ ପାଳନ କରିଥିବାରୁ ଇସ୍ରାଏଲ ଦୂତାବାସକୁ ପ୍ରଶଂସା କରିଛନ୍ତି । ଦୂତାବାସର ପ୍ରୟାସ ଅଭିଭୂତ କଲା ଭଳି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:

 

SR


(ରିଲିଜ ଆଡି: 1960554) ପରିଦର୍ଶକ କାଉଣ୍ଟର : 145