ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ରୌପ୍ୟ ପଦକ ଜିତିଥିବା ପୁରୁଷ କକ୍ସଡ୍ ଏଇଟ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 24 SEP 2023 9:57PM by PIB Bhubaneshwar

ଏସୀୟ କ୍ରୀଡ଼ା ୨୦୨୨ରେ ରୌପ୍ୟ ପଦକ ଜିତିଥିବା ମେନ୍ସ କକ୍ସଡ୍ ଏଇଟ୍ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହିତ ଦଳର ସମନ୍ୱୟ, ବଳ ଏବଂ ଦୃଢ଼ତାର ସହ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ସେମାନଙ୍କ ସମସ୍ତ ସଫଳତା କାମନା କରିଛନ୍ତି

 

ଏସୀୟ କ୍ରୀଡ଼ାରେ ରୋଇଂରେ ଏହା ଭାରତର ଦ୍ୱିତୀୟ ପଦକ ଥିଲା

 

SR


(रिलीज़ आईडी: 1960302) आगंतुक पटल : 128
इस विज्ञप्ति को इन भाषाओं में पढ़ें: Tamil , Tamil , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Telugu , Kannada , Malayalam