ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ପୁରୁଷ କକ୍ସଲେସ୍ ପେୟାର ରୋଇଂରେ ବ୍ରୋଞ୍ଜ ଜିତିଥିବା ବାବୁଲାଲ ଯାଦବ ଏବଂ ଲେଖ ରାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
24 SEP 2023 9:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ରୋଇଂରେ କ୍ରମାଗତ ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ।
ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ କକ୍ସଲେସ୍ ପେୟାର ରୋଇଂରେ ବ୍ରୋଞ୍ଜ ପଦକ ଜିତିଥିବା ବାବୁଲାଲ ଯାଦବ ଏବଂ ଲେଖ ରାମଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆପଣଙ୍କ ଉଦ୍ୟମ ଏବଂ ନିରନ୍ତର ନିଷ୍ଠା ଅନେକ ଯୁବ ଭାରତୀୟଙ୍କ ଆକାଂକ୍ଷାକୁ ମଞ୍ଚକୁ ପଠାଇଛି ।’ ପ୍ରଧାନମନ୍ତ୍ରୀ ସେମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।
SR
(ରିଲିଜ ଆଡି: 1960265)
ପରିଦର୍ଶକ କାଉଣ୍ଟର : 131
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam