ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଁ ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
24 SEP 2023 9:54PM by PIB Bhubaneshwar
ଏସୀୟ କୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା (ବ୍ୟକ୍ତିଗତ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ରମିତାଙ୍କ ଲକ୍ଷ୍ୟ ଏବଂ ସଫଳତା ହାସଲ ପାଇଁ ଇଚ୍ଛା ଉପରେ ଆଲୋକପାତ କରିଛନ୍ତି ଏବଂ ତାଙ୍କ ପସନ୍ଦର କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
SR
(ରିଲିଜ ଆଡି: 1960262)
ପରିଦର୍ଶକ କାଉଣ୍ଟର : 106
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam