ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିନ୍ଦୀକୁ ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ଭଲପାଇବା ଅତ୍ୟନ୍ତ ଆକର୍ଷଣୀୟ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 SEP 2023 9:46AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ପାଳନ ଅବସରରେ ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ଦ୍ୱାରା ସେମାନଙ୍କ ପ୍ରିୟ ହିନ୍ଦୀ ପ୍ରବାଦ ପାଠର ପ୍ରଶଂସା କରିଛନ୍ତି

ଭାରତରେ ଅଷ୍ଟ୍ରେଲୀୟ ହାଇକମିଶନର ଫିଲିପ୍ ଗ୍ରୀନ୍ ଓଏଏମଙ୍କ ଏକ୍ସ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଆପଣଙ୍କ ଏହି ପ୍ରବାଦ ଏବଂ ଢଗ ମନ୍ତ୍ରମୁଗ୍ଧ କରୁଛି ଅଷ୍ଟ୍ରେଲୀୟ କୂଟନୀତିଜ୍ଞଙ୍କ ହିନ୍ଦୀ ପ୍ରତି ଭଲପାଇବା ଅତ୍ୟନ୍ତ କୌତୁହଳପୂର୍ଣ୍ଣ

SR


(ରିଲିଜ ଆଡି: 1957697) ପରିଦର୍ଶକ କାଉଣ୍ଟର : 152