ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ମରକ୍କୋରେ ଭୂମିକମ୍ପ ଯୋଗୁ ଜୀବନହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ
                    
                    
                        
ଏହି କଠିନ ସମୟରେ ମରକ୍କୋକୁ ସବୁପ୍ରକାର ସହଯୋଗ କରିବା ଲାଗି ଭାରତ ପ୍ରସ୍ତୁତ ବୋଲି କହିଛନ୍ତି
                    
                
                
                    Posted On:
                09 SEP 2023 8:39AM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରକ୍କୋରେ ଭୂମିକମ୍ପ ଯୋଗୁ ଲୋକଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । 
ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏହି କଠିନ ସମୟରେ ମରକ୍କୋକୁ ସବୁପ୍ରକାର ସମ୍ଭାବ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ମରକ୍କୋରେ ଭୂମିକମ୍ପ ଯୋଗୁ ଲୋକଙ୍କ ପ୍ରାଣହାନିରେ ଦୁଃଖିତ । ଏହି ଦୁଃଖଦ ସମୟରେ ମରକ୍କୋ ଲୋକଙ୍କୁ ମୋର ସମବେଦନା । ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ସମବେଦନା । ଆହତ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ଭାରତ ଏପରି କଠିନ ସମୟରେ ମରକ୍କୋକୁ ସବୁପ୍ରକାର ସମ୍ଭାବ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ।’
SR
                
                
                
                
                
                (Release ID: 1955762)
                Visitor Counter : 180
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam