ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗତ ୪ ବର୍ଷରେ ଟ୍ୟାପ୍ ୱାଟର ସଂଯୋଗ ସଂଖ୍ୟା ୩ କୋଟିରୁ ୧୩ କୋଟିରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 06 SEP 2023 10:35AM by PIB Bhubaneshwar

କେବଳ ବର୍ଷରେ ଟ୍ୟାପ୍ ୱାଟର ସଂଯୋଗ ସଂଖ୍ୟା କୋଟିରୁ ୧୩ କୋଟିରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଳ ଜୀବନ ମିଶନ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ଏବଂ ଉତ୍ତମ ଜନସ୍ୱାସ୍ଥ୍ୟ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ପ୍ରମାଣିତ ହେଉଛି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଏହି ଚମତ୍କାର ସଫଳତା ପାଇଁ ବହୁତ ଅଭିନନ୍ଦନ ଭାରତର ଗ୍ରାମାଞ୍ଚଳରେ ମୋ ପରିବାରଜନଙ୍କ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେଜଳ ଜୀବନ ମିଶନଏକ ବଡ଼ ପଦକ୍ଷେପ ବୋଲି ପ୍ରମାଣିତ ହେବାକୁ ଯାଉଛି ଏହା କେବଳ ସେମାନଙ୍କ ସମସ୍ୟା ଦୂର କରିବାରେ ସହାୟକ ହୋଇନାହିଁ ବରଂ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ସୁନିଶ୍ଚିତ କରୁଛି

SR


(रिलीज़ आईडी: 1955038) आगंतुक पटल : 128
इस विज्ञप्ति को इन भाषाओं में पढ़ें: Punjabi , Tamil , English , Urdu , Marathi , हिन्दी , Bengali , Manipuri , Assamese , Gujarati , Telugu , Kannada , Malayalam