ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ‘ଏ+’ ମାନ୍ୟତା ପାଇଥିବାରୁ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 01 SEP 2023 8:17PM by PIB Bhubaneshwar

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ଆର୍ବିଆଇ ଗଭର୍ନର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ+’ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଦାସ + ମାନ୍ୟତା ପାଇଥିବା ୩ଟି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଆରବିଆଇ ଗଭର୍ନର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ ବିଶ୍ୱ ସ୍ତରରେ ଆମର ଆର୍ଥିକ ନେତୃତ୍ୱକୁ ପ୍ରତିଫଳିତ କରିଥିବାରୁ ଭାରତ ପାଇଁ ଏହା ଗର୍ବର ବିଷୟ ତାଙ୍କ ଉତ୍ସର୍ଗ ତଥା ଦୂରଦୃଷ୍ଟି ଆମ ଦେଶର ଅଭିବୃଦ୍ଧି ପଥକୁ ସୁଦୃଢ଼ କରିବାରେ ଲାଗିଛି

SR


(रिलीज़ आईडी: 1954545) आगंतुक पटल : 117
इस विज्ञप्ति को इन भाषाओं में पढ़ें: Assamese , Telugu , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Kannada , Malayalam