ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ରାଷ୍ଟ୍ରୀୟ ପୋଷଣ ମାହ’ ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ବହୁତ ବଡ଼ ଅଭିଯାନ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2023 8:26PM by PIB Bhubaneshwar

ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ଏକ ବହୁତ ବଡ଼ ଅଭିଯାନ ରାଷ୍ଟ୍ରୀୟ ପୋଷଣ ମାହ ଜନ ଭାଗିଦାରୀ ଦ୍ୱାରା ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ସେ ତାଙ୍କ ମନ୍ କୀ ବାତରେ ଏହି ଅଭିଯାନ ବାବଦରେ ଦର୍ଶାଇଥିବାର ଏକ ଭିଡିଓ ସେୟାର କରିଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

ରାଷ୍ଟ୍ରୀୟ ପୋଷଣ ମାହଆମ ପରିବାର ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ପଦକ୍ଷେପ, ଯାହା କି ଜନ ଭାଗିଦାରୀ ଦ୍ୱାରା ସଫଳ ହୋଇପାରିବ ମନ୍ କୀ ବାତରେ ମୁଁ ବିଷୟରେ ଚର୍ଚ୍ଚା କରିଥିଲି ଯେ, କିପରି କୁପୋଷଣ ମୁକ୍ତ ଭାରତ ପାଇଁ ଦେଶବ୍ୟାପୀ ଗୋଟିଏ ପରେ ଗୋଟିଏ ନିଆରା ପ୍ରୟାସ କରାଯାଉଛି

SR


(ରିଲିଜ ଆଡି: 1954535) ପରିଦର୍ଶକ କାଉଣ୍ଟର : 118