ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ହକି୫ଏସ୍ ଏସିଆ କପ୍ ଜିତିବା ପାଇଁ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
03 SEP 2023 10:11AM by PIB Bhubaneshwar
ପୁରୁଷ ହକି୫ଏସ୍ ଏସିଆ କପ୍ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ହକି୫ଏସ୍ ଏସିଆ କପରେ ଚାମ୍ପିୟନ!
ଏକ ଅଦ୍ଭୁତପୂର୍ବ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ । ଏହା ଆମ ଖେଳାଳିଙ୍କ ଅସୀମ ଉତ୍ସର୍ଗର ଏକ ପ୍ରମାଣ ଏବଂ ଏହି ବିଜୟ ସହ ଆମେ ଆସନ୍ତା ବର୍ଷ ଓମାନରେ ହେବାକୁ ଥିବା ହକି୫ ବିଶ୍ୱକପରେ ମଧ୍ୟ ଆମର ସ୍ଥାନ ସୁରକ୍ଷିତ କରିଛୁ ।
ଆମ ଖେଳାଳିଙ୍କ ଆଭିମୁଖ୍ୟ ଏବଂ ନିଷ୍ଠା ଆମ ଦେଶକୁ ପ୍ରେରଣା ଯୋଗାଇବାରେ ଲାଗିଛି ।’
SR
(Release ID: 1954512)
Visitor Counter : 92
Read this release in:
Tamil
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam