ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରୀସରେ ଇସ୍କନ ମୁଖ୍ୟ ଗୁରୁ ଦୟାନିଧି ଦାସଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
ପୋଷ୍ଟ କରାଯିବା ଦିନାଙ୍କ:
25 AUG 2023 10:55PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଗ୍ରୀସର ଏଥେନ୍ସରେ ଇସ୍କନ ମୁଖ୍ୟ ଗୁରୁ ଦୟାନିଧି ଦାସଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ୨୦୧୯ରେ ଭାରତରେ ହୋଇଥିବା ସେମାନଙ୍କ ସାକ୍ଷାତକୁ ମନେ ପକାଇଥିଲେ । ତାଙ୍କୁ ଗ୍ରୀସରେ ଇସ୍କନର କାର୍ଯ୍ୟକଳାପ ବାବଦରେ ସୂଚନା ଦିଆଯାଇଥିଲା ।
SR
(ରିଲିଜ ଆଡି: 1953154)
ପରିଦର୍ଶକ କାଉଣ୍ଟର : 104
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam