ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିବା ପାଇଁ ନୀରବ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2023 7:49AM by PIB Bhubaneswar

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

ପ୍ରତିଭାଶାଳୀ ନୀରଜ ଚୋପ୍ରା ଉତ୍କୃଷ୍ଟତାର ଉଦାହରଣ ତାଙ୍କ ନିଷ୍ଠା, ସଠିକତା ଏବଂ ଉତ୍ସାହ ତାଙ୍କୁ କେବଳ ଆଥଲେଟିକ୍ସରେ ଚାମ୍ପିୟନ ବନାଇନାହିଁ ବରଂ ସମଗ୍ର କୀଡ଼ା ଜଗତରେ ଉତ୍କର୍ଷର ପ୍ରତୀକ କରିଛି ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ

SR


(ରିଲିଜ ଆଡି: 1952867) ପରିଦର୍ଶକ କାଉଣ୍ଟର : 191