ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏସିଆନ୍ ଗେମ୍ସରେ ଭାଗ ନେବା ପାଇଁ 634 କ୍ରୀଡ଼ାବିତଙ୍କ ଅଂଶଗ୍ରହଣକୁ ସ୍ବୀକୃତି ପ୍ରଦାନ କରିଛି

प्रविष्टि तिथि: 25 AUG 2023 5:31PM by PIB Bhubaneshwar

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (ଏମୱାଇଏଏସ୍) ଆଗାମୀ ଏସିଆନ୍ ଗେମ ରେ 38 କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ 634 ଜଣ ଖେଳାଳୀଙ୍କୁ ଆଜି ସ୍ବୀକୃତି ପ୍ରଦାନ କରିଛି, ଯାହା ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ଦ୍ବାରା ଅନୁମୋଦିତ 850 ଖେଳାଳିଙ୍କ ବିପକ୍ଷରେ ନିର୍ଦ୍ଧାରିତ ଚୟନ ମାନଦଣ୍ଡକୁ ପୂରଣ କରୁଛି।

ଏସିଆନ୍ ଗେମ୍ ର ଗତ ସଂସ୍କରଣ 2018 ରେ ମୋଟ୍ 572 ଆଥଲେଟ୍ ଭାଗ ନେଇଥିଲେ। ଏହି ଖେଳରେ ଭାରତ 16 ଟି ସ୍ବର୍ଣ୍ଣ ସହିତ ମୋଟ୍ 70 ଟି ପଦକ ହାସଲ କରିଥିଲା।

ଦୟାକରି ନିମ୍ନରେ ଏହି ଆଥଲେଟମାନଙ୍କର ତାଲିକା ଦେଖନ୍ତୁ ଯେଉଁମାନେ ଏସିଆନ୍ ଗେମ୍ 2022 ପାଇଁ ଭାରତୀୟ ଦଳର ଅଂଶ ହେବେ।

ତାଲିକା ଦେଖିବା ପାଇଁ ଦୟାକରି ଏଠାରେ କ୍ଲିକ କରନ୍ତୁ :

BS


(रिलीज़ आईडी: 1952293) आगंतुक पटल : 167
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Tamil , Telugu , Kannada