ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

77ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଆଗାମୀ ସମୟରେ ସର୍ବାଙ୍ଗୀନ ଉନ୍ନତିର ଦୃଷ୍ଟିକୋଣ ପ୍ରସ୍ତୁତ କରୁଛି : ପ୍ରଧାନମନ୍ତ୍ରୀ

Posted On: 14 AUG 2023 9:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 77ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦେଶ ପ୍ରତି ସମ୍ବୋଧନକୁ ସେୟାର କରିଛନ୍ତି।

ଏକ ଟ୍ବିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି :

‘‘ରାଷ୍ଟ୍ରପତି ଜି ଙ୍କର ଏକ ବହୁତ ପ୍ରେରଣାଦାୟକ ସମ୍ବୋଧନ, ଯାହା ଭାରତର ବିକାଶ ତଥା ପ୍ରଗତିକୁ ରେଖାଙ୍କିତ କରୁଛି ଏବଂ ଆଗାମୀ ସମୟରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଦୃଷ୍ଟିକୋଣ ଉପସ୍ଥାପନ କରୁଛି।’’

 

BS



(Release ID: 1950286) Visitor Counter : 75