ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମେଘାଳୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଧାନସଭା ବାଚସ୍ପତି ଏବଂ ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2023 4:29PM by PIB Bhubaneswar

ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କେ. ସାଙ୍ଗମା, ରାଜ୍ୟ ବିଧାନସଭା ସଚିବ ଶ୍ରୀ ଥୋମାସ ଏ. ସାଙ୍ଗମା ଏବଂ ମେଘାଳୟ ସରକାରଙ୍କ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି:

‘ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କେ. ସାଙ୍ଗମା, ରାଜ୍ୟ ବିଧାନସଭା ସଚିବ ଶ୍ରୀ ଥୋମାସ ଏ. ସାଙ୍ଗମା ଏବଂ ମେଘାଳୟ ସରକାରଙ୍କ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି’ ।

SR


(ରିଲିଜ ଆଡି: 1949316) ପରିଦର୍ଶକ କାଉଣ୍ଟର : 148