ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବନ (ସଂରକ୍ଷଣ) ସଂଶୋଧନ ବିଧେୟକ. ୨୦୨୩ ନୂଆ ଭାରତର ଆକାଂକ୍ଷାର ଅନୁରୂପ ବୋଲି ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2023 1:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବନ(ସଂରକ୍ଷଣ) ସଂଶୋଧନ ବିଲ୍‌, ୨୦୨୩ ଉପରେ ଆଲୋକପାତ କରିଛନ୍ତି ।

ମନ୍ତ୍ରୀ ଲେଖିଛନ୍ତି ଯେ, ଏହି ବିଧେୟକ କିପରି ନୂଆ ଭାରତର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ, ଜଙ୍ଗଲ ବାହାରେ ଥିବା କ୍ଷେତ୍ରର ସବୁଜିମାକରଣ ଏବଂ ଜଙ୍ଗଲକୁ କିପରି ଅଧିକ ଉତ୍ପାଦନକ୍ଷମ କରାଯାଇପାରିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି:

‘ବନ(ସଂରକ୍ଷଣ) ବିଲ୍‌-୨୦୨୩ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବଙ୍କ ଆଲେଖ୍ୟକୁ ପଢ଼ନ୍ତୁ’ ।

SR


(ରିଲିଜ ଆଡି: 1946650) ପରିଦର୍ଶକ କାଉଣ୍ଟର : 215