ଅର୍ଥ ମନ୍ତ୍ରଣାଳୟ

ଜୁଲାଇ 2023ରେ 1,65,105 କୋଟି ଟଙ୍କାର ଜିଏସଟି ଆଦାୟ


ପୂର୍ବ ବର୍ଷ ତୁଳନାରେ 11% ବଢ଼ିଲା ଜିଏସଟି ରାଜସ୍ୱ

ଓଡ଼ିଶାରେ ଗତ ବର୍ଷ ତୁଳନାରେ 16% ଅଧିକ, 4245 କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ

ଜିଏସଟି ଆରମ୍ଭ ପରଠାରୁ ପଞ୍ଚମ ଥର ପାଇଁ ସକଳ ଜିଏସଟି ସଂଗ୍ରହ 1ଲକ୍ଷ 60 ହଜାର କୋଟି ଟଙ୍କା ଟପିଲା

ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷ ତୁଳନାରେ 15% ବଢ଼ିଲା

Posted On: 01 AUG 2023 2:08PM by PIB Bhubaneshwar

2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 41,239 କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ 11,779 କୋଟି ଟଙ୍କା (ବସ୍ତୁ ଆମଦାନୀରୁ 840 କୋଟି ଟଙ୍କା ସମେତ) ରହିଛି ।

ସରକାର ସିଜିଏସଟି ବାବଦରେ  39,785 କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ  33,188 ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ ଜୁଲାଇ 2023ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍‌ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ 69,558 କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ 70,811 କୋଟି ଟଙ୍କା ରହିଛି ।

ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ 4245 କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଛି । ଏହା 2022 ଜୁଲାଇ ମାସରେ ସଂଗୃହିତ 3652 କୋଟି ଟଙ୍କାର ଜିଏସଟି ରାଜସ୍ୱ ତୁଳନାରେ 16 ପ୍ରତିଶତ ଅଧିକ ।

ଜୁଲାଇ 2023ରେ ସଂଗୃହିତ ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ 11% ଅଧିକ ରହିଥିବା ଜଣାଯାଇଛି । ଚଳିତ ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ଗତ ବର୍ଷର ସମାନ ମାସରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ 15% ଅଧିକ ରହିଛି ।  ଜିଏସଟି ପ୍ରଚଳନ ହେବା ପରେ ପଞ୍ଚମ ଥର ପାଇଁ ସକଳ ଜିଏସଟି ରାଜସ୍ୱ ସଂଗ୍ରହ 1 ଲକ୍ଷ 60 ହଜାର ଟଙ୍କା ଅତିକ୍ରମ କରିଛି ।

ନିମ୍ନରେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷ ମାସିକ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି । ପ୍ରଥମ ଟେବୁଲରେ ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ସଂଗ୍ରହ ପରିମାଣ ଉଲ୍ଲେଖ କରାଯାଇଥିବା ବେଳେ ଦ୍ୱିତୀୟ ଟେବୁଲରେ  ଜୁଲାଇ 2023 ମାସ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରାପ୍ତ/ପରିଶୋଧ ହୋଇଥିବା ଆଇଜିଏସଟିର ଏସଜିଏସଟି ଓ ଏସଜିଏସଟି ଭାଗ ଦର୍ଶାଯାଇଛି ।

 

 

ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ଆଦାୟ ପରିମାଣ (କୋଟି ଟଙ୍କାରେ)

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ

ଜୁଲାଇ  22

ଜୁଲାଇ 23

ବୃଦ୍ଧି(%)

ଜାମ୍ମୁ କାଶ୍ମୀର

431

549

27

ହିମାଚଳ ପ୍ରଦେଶ

746

917

23

ପଞ୍ଜାବ

1733

2000

15

ଚଣ୍ଡିଗଡ଼

176

217

23

ଉତ୍ତରାଖଣ୍ଡ

1390

1607

16

ହରିୟାଣା

6791

7953

17

ଦିଲ୍ଲୀ

4327

5405

25

ରାଜସ୍ଥାନ

3671

3988

9

ଉତ୍ତରପ୍ରଦେଶ

7074

8802

24

ବିହାର

1264

1488

18

ସିକ୍କିମ୍

249

314

26

ଅରୁଣାଚଳ ପ୍ରଦେଶ

65

74

13

ନାଗାଲାଣ୍ଡ

42

43

3

ମଣିପୁର

45

42

-7

ମିଜୋରାମ

27

39

47

ତ୍ରିପୁରା

63

78

23

ମେଘାଳୟ

138

175

27

ଆସାମ

1040

1183

14

ପଶ୍ଚିମବଙ୍ଗ

4441

5128

15

ଝାଡଖଣ୍ଡ

2514

2859

14

ଓଡ଼ିଶା

3652

4245

16

ଛତିଶଗଡ

2695

2805

4

ମଧ୍ୟପ୍ରଦେଶ

2966

3325

12

ଗୁଜରାଟ

9183

9787

7

ଡାମନ୍ ଏବଂ ଡିୟୁ

313

354

13

ଦାଦ୍ରା ଏବଂ ନାଗର ହାଭେଳୀ

ମହାରାଷ୍ଟ୍ର

22129

26064

18

କର୍ଣ୍ଣାଟକ

9795

11505

17

ଗୋଆ

433

528

22

କ୍ଷାଦୀପ

2

2

45

କେରଳ

2161

2381

10

ତାମିଲନାଡୁ

8449

10022

19

ପଣ୍ଡିଚେରୀ

198

216

9

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ

23

31

32

ତେଲଙ୍ଗାନା

4547

4849

7

ଆନ୍ଧ୍ରପ୍ରଦେଶ

3409

3593

5

ଲଦାଖ

20

23

13

ଅନ୍ୟାନ୍ୟ କ୍ଷେତ୍ର

216

226

4

କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ର

162

209

29

ସର୍ବମୋଟ

106580

123026

15

 

[1] ବସ୍ତୁ ଆମଦାନୀ ଉପରେ ଲାଗୁ ଜିଏସଟି ସାମିଲ ନାହିଁ

ଜୁଲାଇ 2023 ମାସ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରାପ୍ତ/ପରିଶୋଧ ହୋଇଥିବା ଆଇଜିଏସଟିର ଏସଜିଏସଟି ଓ ଏସଜିଏସଟି ଭାଗ (କୋଟି ଟଙ୍କାରେ)

 

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ

ଏସଜିଏସଟି ସଂଗ୍ରହ

ଆଇଜିଏସଟିର ଏସଜିଏସଟି ଭାଗ

ମୋଟ୍‌

ଜାମ୍ମୁ କାଶ୍ମୀର

234

429

663

ହିମାଚଳ ପ୍ରଦେଶ

233

285

518

ପଞ୍ଜାବ

727

1138

1865

ଚଣ୍ଡିଗଡ଼

57

133

190

ଉତ୍ତରାଖଣ୍ଡ

415

210

625

ହରିୟାଣା

1610

1256

2866

ଦିଲ୍ଲୀ

1221

1606

2827

ରାଜସ୍ଥାନ

1380

1819

3199

ଉତ୍ତରପ୍ରଦେଶ

2751

3426

6176

ବିହାର

718

1469

2187

ସିକ୍କିମ୍

30

53

83

ଅରୁଣାଚଳ ପ୍ରଦେଶ

37

113

150

ନାଗାଲାଣ୍ଡ

18

70

88

ମଣିପୁର

23

58

80

ମିଜୋରାମ |

22

57

79

ତ୍ରିପୁରା

40

86

125

ମେଘାଳୟ

50

99

149

ଆସାମ

451

696

1146

ପଶ୍ଚିମବଙ୍ଗ

1953

1531

3483

ଝାଡଖଣ୍ଡ

721

330

1051

ଓଡ଼ିଶା

1300

416

1716

ଛତିଶଗଡ

627

382

1009

ମଧ୍ୟପ୍ରଦେଶ

1045

1581

2626

ଗୁଜରାଟ

3293

1917

5210

ଦାଦ୍ରା ଏବଂ ନାଗର ହାଭେଳୀ ଏବଂ ଦାମନ ଏବଂ ଡିୟୁ

56

29

85

ମହାରାଷ୍ଟ୍ର

7958

4167

12124

କର୍ଣ୍ଣାଟକ

3181

2650

5831

ଗୋଆ

173

146

320

ଲାକ୍ଷାଦୀପ

2

13

14

କେରଳ

1093

1441

2534

ତାମିଲନାଡୁ

3300

2119

5419

ପଣ୍ଡିଚେରୀ

41

57

99

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ

11

25

37

ତେଲଙ୍ଗାନା

1623

1722

3345

ଆନ୍ଧ୍ରପ୍ରଦେଶ

1199

1556

2755

ଲଦାଖ

11

47

58

ଅନ୍ୟାନ୍ୟ କ୍ଷେତ୍ର

19

55

75

ସର୍ବମୋଟ

37623

33188

70811

 

****

P.S.

 



(Release ID: 1944639) Visitor Counter : 125