ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁରଟ ଡାଇମଣ୍ଡ ବୋର୍ସ ସୁରଟ ହୀରା ଉଦ୍ୟୋଗର ଗତିଶୀଳତା ଏବଂ ବିକାଶକୁ ଦର୍ଶାଇଥାଏ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JUL 2023 4:37PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସୁରଟରେ ସୁରଟ ଡାଇମଣ୍ଡ ବୋର୍ସର ବିଶ୍ୱର ସବୁଠୁ ବଡ଼ କାର୍ଯ୍ୟାଳୟ ଭବନର ଖୁସି ମନାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ସୁରଟ ଡାଇମଣ୍ଡ ବୋର୍ସ ସୁରଟ ହୀରା ଶିଳ୍ପର ଗତିଶୀଳତା ଓ ଅଭିବୃଦ୍ଧି ପ୍ରଦର୍ଶନ କରେ । ଏହା ଭାରତର ଉଦ୍ୟୋଗୀ ଭାବନାର ପ୍ରମାଣ ମଧ୍ୟ । ଏହା ବାଣିଜ୍ୟ, ନବସୃଜନ ଏବଂ ସହଯୋଗ ପାଇଁ ଏକ ହବ୍ ଭାବେ କାର୍ଯ୍ୟ କରିବ, ଆମ ଅର୍ଥନୀତିକୁ ଆହୁରି ଗତି ଦେବ ଏବଂ ରୋଜଗାରର ସୁଯୋଗ ସୃଷ୍ଟି କରିବ’ ।

Surat Diamond Bourse showcases the dynamism and growth of Surat's diamond industry. It is also a testament to India’s entrepreneurial spirit. It will serve as a hub for trade, innovation and collaboration, further boosting our economy and creating employment opportunities. https://t.co/rBkvYdBhXv

— Narendra Modi (@narendramodi) July 19, 2023

SR


(ରିଲିଜ ଆଡି: 1940723) ପରିଦର୍ଶକ କାଉଣ୍ଟର : 203