ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାଛ ଚାଷ କ୍ଷେତ୍ରରେ କାର୍ଯ୍ୟ ସହ ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଆମ ସରକାର ଉଦ୍ୟମ ଜାରି ରଖିବେ: ପ୍ରଧାନମନ୍ତ୍ରୀ

प्रविष्टि तिथि: 13 JUL 2023 2:21PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବାକୁ ଗୁରୁତ୍ୱ ଦେଇ ସରକାର ମାଛ ଚାଷ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବେ

ଜାତୀୟ ମତ୍ସ୍ୟଜୀବୀ ଦିବସ ଅବସରରେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକ ଋଣ, ଉନ୍ନତ ବଜାର ଆଦି ମାଧ୍ୟମରେ ଆମ ସରକାର ଏକ ଉତ୍କୃଷ୍ଟ ମତ୍ସ୍ୟଚାଷ କ୍ଷେତ୍ର ଗଠନରେ କାର୍ଯ୍ୟ କରିବା ଜାରି ରଖିବେ

SR


(रिलीज़ आईडी: 1939168) आगंतुक पटल : 180
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam