ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁର ପ୍ରଥମ ପ୍ରକଳ୍ପରେ ନୂତନ ଘର ମାଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 04 JUL 2023 10:16AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁରେ ପ୍ରଥମ  ପ୍ରକଳ୍ପ ଅଧୀନ ନୂତନ ଘର ମାଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏହି ପ୍ରକଳ୍ପରେ ,୦୦୦ରୁ ଅଧିକ ପରିବାର ସେମାନଙ୍କ ସ୍ୱପ୍ନର ଘର ପାଇପାରିଛନ୍ତି

ବେଙ୍ଗାଲୁରୁ ସାଉଥ ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଯେଉଁମାନେ ସେମାନଙ୍କ ଘର ପାଇଛନ୍ତି ସେମାନଙ୍କୁ ଅଭିନନ୍ଦନ

 

SR


(रिलीज़ आईडी: 1937184) आगंतुक पटल : 163
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam