ପୋଷ୍ଟ କରାଯିବା ଦିନାଙ୍କ:
04 JUL 2023 10:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁରେ ପ୍ରଥମ ପ୍ରକଳ୍ପ ଅଧୀନ ନୂତନ ଘର ମାଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରକଳ୍ପରେ ୩,୦୦୦ରୁ ଅଧିକ ପରିବାର ସେମାନଙ୍କ ସ୍ୱପ୍ନର ଘର ପାଇପାରିଛନ୍ତି ।
ବେଙ୍ଗାଲୁରୁ ସାଉଥ ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଯେଉଁମାନେ ସେମାନଙ୍କ ଘର ପାଇଛନ୍ତି ସେମାନଙ୍କୁ ଅଭିନନ୍ଦନ ।’
SR