ପୋଷ୍ଟ କରାଯିବା ଦିନାଙ୍କ:
01 JUL 2023 10:40AM by PIB Bhubaneswar
ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଡାକ୍ତର ସମୁଦାୟଙ୍କୁ ଗଭୀର
କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଡାକ୍ତର ଦିବସରେ ମୁଁ ସମଗ୍ର ଡାକ୍ତର ସମୁଦାୟକୁ ଗଭୀର କୃତଜ୍ଞତା ଜଣାଉଛି । ଅତ୍ୟନ୍ତ ଗମ୍ଭୀର ସମକ୍ର ବି ଡାକ୍ତରମାନେ ସାହସ, ନିଃସ୍ୱାର୍ଥପରତା ଏବଂ ସ୍ଥିରତା ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି । ସେମାନଙ୍କ ସମର୍ପଣ ଉପଚାରଠାରୁ ବି ଅଧିକ; ଏହା ଆମ ସମାଜକୁ ଆଶା ଏବଂ ଶକ୍ତି ଦେଇଥାଏ’ ।
SR