ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ପିଭି ନରସିଂହ ରାଓଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 JUN 2023 9:36AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓଙ୍କୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ସ୍ମରଣ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଶ୍ରୀ ପିଭି ନରସିଂହ ରାଓ ଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ସ୍ମରଣ କରୁଛି । ତାଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଭାରତର ବିକାଶ ପ୍ରତି ପ୍ରତିବଦ୍ଧତା ଉଲ୍ଲେଖନୀୟ ଥିଲା । ଆମ ଦେଶର ପ୍ରଗତିରେ ତାଙ୍କ ଅମୂଲ୍ୟ ଯୋଗଦାନକୁ ଆମେ ସମ୍ମାନ ଜଣାଉଛୁ ।”  

SR


(रिलीज़ आईडी: 1936090) आगंतुक पटल : 143
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam