ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଗଣତାନ୍ତ୍ରିକ ଭାବନାକୁ ମଜଭୁତ ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Posted On:
25 JUN 2023 11:01AM by PIB Bhubaneshwar
ଆମ ସମ୍ବିଧାନ ଯେଉଁ ମୂଲ୍ୟବୋଧ ପାଇଁ ଉତ୍ସବ ପାଳିଥାଏ ଗଣତନ୍ତ୍ରର କଳା ଦିନ ତାହାର ସମ୍ପୂର୍ଣ୍ଣ ବିପରୀତ ଥିଲା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଦେଶରେ ଏମର୍ଜେନ୍ସି ଲାଗୁ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦେଶରେ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଆମ ଗଣତାନ୍ତ୍ରିକ ଆତ୍ମାକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିଥିବା ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ଆମ ଇତିହାସରେ ଏମର୍ଜେନ୍ସିର ସେହି କଳାଦିନ ସର୍ବଦା ସ୍ମରଣୀୟ ହୋଇ ରହିବ, ଯାହା ଆମ ସମ୍ବିଧାନ ଉତ୍ସବ ପାଳୁଥିବା ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ ।
SR
(Release ID: 1935168)
Visitor Counter : 133
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam