ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅପରେସନ୍ ଗଙ୍ଗା ଭାରତର ଅତୁଳନୀୟ ଉତ୍ସାହକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
प्रविष्टि तिथि:
17 JUN 2023 3:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଉପରେ ଏକ ନୂତନ ଡକ୍ୟୁମେଣ୍ଟାରୀ ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଅତ୍ୟନ୍ତ ସୂଚନାଧର୍ମୀ ହେବ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
"ଯେତେ ଆହ୍ବାନ ଥାଉ ନା କାହିଁକି ଆମ ଲୋକଙ୍କ ସହ ରହିବା ଆମର ଅପରେସନ୍ ଗଙ୍ଗା ସୂଚାଇଥାଏ। ଏହା ଭାରତର ଅଦମ୍ୟ ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରିଥାଏ। ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଏହି ଡକ୍ୟୁମେଣ୍ଟାରୀ ବହୁତ ସୂଚନାଧର୍ମୀ ହେବ।"
BS
(रिलीज़ आईडी: 1933046)
आगंतुक पटल : 131
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam