ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଗତ ୯ ବର୍ଷ ଭବିଷ୍ୟନ୍ମୁଖୀ ସଂସ୍କାରର ସାକ୍ଷୀ ରହିଛି, ଯାହାଦ୍ୱାରା ବ୍ୟବସାୟ ଅନୁକୂଳ ପରିବେଶ ଗଢି ଉଠିଛି: ପ୍ରଧାନମନ୍ତ୍ରୀ

Posted On: 15 JUN 2023 10:35AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲେଖ୍ୟ, ଗ୍ରାଫିକ୍ସ, ଭିଡିଓ ଓ ସୂଚନା ଶେୟାର କରିଛନ୍ତି ଯାହା କେବଳ ବ୍ୟବସାୟ ଅନୁକୂଳ ପରିବେଶକୁ ସମୃଦ୍ଧ କରିନାହିଁ ବରଂ ଯୁବପୀଢିଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହିତ କରିଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଗତ ୯ ବର୍ଷ ଭବିଷ୍ୟନ୍ମୁଖୀ ସଂସ୍କାରର ସାକ୍ଷୀ ରହିଛି, ଯାହାଦ୍ୱାରା କେବଳ ବ୍ୟବସାୟ ଅନୁକୂଳ ପରିବେଶ ସମୃଦ୍ଧ ହୋଇନାହିଁ ବରଂ ଯୁବପୀଢିଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହନ ମିଳିଛି । ବିକାଶ ଓ ନବସୃଜନକୁ ପ୍ରୋତ୍ସାହିତ କରିବାକୁ ଆମେ ଏହି ଦିଗରେ କାମ କରିଚାଲିବୁ ।
#9YearsOfEaseOfBusiness”

 

SR



(Release ID: 1932476) Visitor Counter : 95