ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୱେଲ୍ଡିଂ କୌଶଳ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପୀଢିଙ୍କ କୌଶଳ ବିକାଶକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
08 JUN 2023 7:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଯୁବପୀଢିଙ୍କ କୌଶଳ ବିକାଶ ପାଇଁ ବିଏଚଇଏଲ ଦ୍ୱାରା ୱେଲ୍ଡିଂ ରିସର୍ଚ ଇନଷ୍ଟିଚ୍ୟୁଟ (ଡବ୍ଲୁଆରଆଇ) ମାଧ୍ୟମରେ ୱେଲ୍ଡିଂ କୌଶଳ ତାଲିମ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପ୍ରଶଂସନୀୟ ଉପକ୍ରମ! ଯୁବପୀଢିଙ୍କ କୌଶଳ ବିକାଶ ପାଇଁ ଏହି ଉଦ୍ୟମ ସେମାନଙ୍କୁ କୁଶଳୀ କରିବା ସହ ସେମାନଙ୍କୁ ରୋଜଗାରର ନୂଆ ସୁଯୋଗ ପ୍ରଦାନ କରିବ ।”
SR
(ରିଲିଜ ଆଡି: 1931386)
ପରିଦର୍ଶକ କାଉଣ୍ଟର : 110
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam