ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇଏସଏସଏଫ ଜୁନିୟର ବିଶ୍ୱକପରେ ପ୍ରଦର୍ଶନ ପାଇଁ ଭାରତୀୟ ଶୁଟରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 JUN 2023 4:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଇଏସଏସଏଫ ଜୁନିୟର ବିଶ୍ୱକପ ୨୦୨୩ରେ ଭାରତୀୟ ଶୁଟରମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ସର୍ବାଧିକ ୧୫ଟି ପଦକ ହାସଲ କରି ପଦକ ଟେବଲର ଶୀର୍ଷରେ ରହିଥିଲା ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆମ ଶୁଟରମାନେ ଆମକୁ ଗୌରବାନ୍ୱିତ କରି ଚାଲିଛନ୍ତି! ଆଇଏସଏସଏଫ ଜୁନିୟର ବିଶ୍ୱକପ ୨୦୨୩ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୫ଟି ପଦକ ହାସଲ କରି ପଦକ ଟେବଲର ଶୀର୍ଷରେ ରହିଥିଲା । ପ୍ରତିଟି ବିଜୟ ଆମ ଯୁବ କ୍ରୀଡାବିତମାନଙ୍କ ଆଗ୍ରହ, ନିଷ୍ଠା ଓ ଖେଳ ଭାବନାର ପ୍ରମାଣ । ସେମାନଙ୍କୁ ଶୁଭେଚ୍ଛା ।”
SR
(ରିଲିଜ ଆଡି: 1931371)
ପରିଦର୍ଶକ କାଉଣ୍ଟର : 148
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam
,
Malayalam