ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସରକାର ନିରନ୍ତର କାମ କରୁଛନ୍ତି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2023 1:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାମାନଙ୍କ ନିରାପଦ ମାତୃତ୍ୱ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି

ତୃଣମୂଳ ସ୍ତରରେ ଏଭଳି ପଦକ୍ଷେପ ବାବଦରେ ସାଂସଦ ରେଖା ବର୍ମାଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ବହୁତ ସନ୍ତୋଷଜନକ ସୂଚନା! ଦେଶବ୍ୟାପୀ ମାଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେବା ଦିଗରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି, ଯାହାର ପରିଣାମ ଉତ୍ସାହଜନକ

SR


(ରିଲିଜ ଆଡି: 1931247) ପରିଦର୍ଶକ କାଉଣ୍ଟର : 158