ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏକ ସୁସ୍ଥ ଭାରତ ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତା ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 08 JUN 2023 10:50AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥତା କ୍ଷେତ୍ରରେ କୌଣସି ଭାରତୀୟଙ୍କୁ ପଛୁଆ ରଖିବାକୁ ସରକାରଙ୍କ ପ୍ରତିବଦ୍ଧତା ବାବଦରେ ପ୍ରବନ୍ଧ, ଗ୍ରାଫିକ୍ସ ଏବଂ ଭିଡିଓ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଏକ ସୁସ୍ଥ ଭାରତ ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତା ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ମିଳିତ ଭାବେ ଆମେ ସୁନିଶ୍ଚିତ କରିବୁ ଯେ, ସୁସ୍ଥତା ହାସଲ ପାଇଁ ଆମ ଯାତ୍ରାରେ ଯେପରି କୌଣସି ଭାରତୀୟ ପଛରେ ପଡ଼ି ଯିବେ ’  #9yearsofHealthForAll

SR


(रिलीज़ आईडी: 1930762) आगंतुक पटल : 160
इस विज्ञप्ति को इन भाषाओं में पढ़ें: Bengali , Urdu , English , Marathi , हिन्दी , Nepali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam