ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 06 JUN 2023 2:17PM by PIB Bhubaneshwar

ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଚେନ୍ ଅଫ୍ ୟେଲୋ ଷ୍ଟାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଅଭିନନ୍ଦନ ଜଣାଇଛନ୍ତି

ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତର ଦେଇ  ପ୍ରଧାନମନ୍ତ୍ରୀ କହିଛନ୍ତି:

ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଚେନ୍ ଅଫ୍ ୟେଲୋ ଷ୍ଟାର ଦ୍ୱାରା ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଅଭିନନ୍ଦନ ସରକାର ଏବଂ ସୁରିନାମ ଲୋକଙ୍କ ଏହି ବିଶେଷ ଭାବ ଆମ ଦେଶ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ

SR



(Release ID: 1930199) Visitor Counter : 107